ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ : SRC

ଭୁବନେଶ୍ୱର ୨୬।୦୯: ସଂଧ୍ୟାରେ ବାତ୍ୟାର ରୂପ ନେଇଛି ଗୁଲାବ । ଦିନ ୧୧ଟା ସୁଦ୍ଧା ଗୋପାଳପୁର ଠାରୁ ୧୮୦ କିମି ଦୁରରେ ଥିଲା, ଆଶା କରାଯାଉଛି ବିଳମ୍ବିତ ସଂଧ୍ୟାରୁ ରାତି ମଧ୍ୟରେ ଲ୍ୟାଣ୍ଡଫଲ୍ ହେବ…

ଅଧିକ ଦେଖନ୍ତୁ... ଆସନ୍ତାକାଲି ୯ଟା ଯାଏଁ କେହି ଘରୁ ବାହାରନ୍ତୁ ନାହିଁ : SRC