ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ମୃତ

ଥାଇଲାଣ୍ଡ ୦୬।୧୦: ଥାଇଲାଣ୍ଡର ଏକ ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା । ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକଙ୍କ ମଧ୍ୟରେ ଅଧିକାଂଶ ଶିଶୁ ଥିବା ସୂଚନା ମିଳିଛି…

ଅଧିକ ଦେଖନ୍ତୁ... ଚାଇଲ୍ଡ କେୟାର ସେଣ୍ଟରରେ ଗଣହତ୍ୟା, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ ୩୨ ମୃତ

ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ମାହାଙ୍ଗା,୦୬।୧୦ : ବେକରେ ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା । ମାହାଙ୍ଗା ବ୍ଲକ ପଣସପୁର ପଞ୍ଚାୟତର ସାହାସପୁର ଗ୍ରାମରେ ଏପରି ଏକ ଅଭାବନୀୟ ଘଟଣା ଘଟିଛି । ଗ୍ରାମର ସର୍ବେଶ୍ଵର ବେହେରାଙ୍କ…

ଅଧିକ ଦେଖନ୍ତୁ... ରଶି ଲଗାଇ ୧୮ ବର୍ଷୀୟା ଯୁବତୀଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ମାହାଙ୍ଗା,୦୬।୧୦ : ଫାଷ୍ଟ ଫୁଡ୍‌ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର । ମାହାଙ୍ଗା ଥାନା ଛତ୍ରତୋଟା ବଜାରରେ ଥିବା ବାପିନା ଫାଷ୍ଟ ଫୁଡ୍ ଦୋକାନର ମାଲିକ ପ୍ରଶାନ୍ତ ବେହେରାଙ୍କ ମୃତଦେହ ଦୋକାନ ଭିତରୁ ଉଦ୍ଧାର…

ଅଧିକ ଦେଖନ୍ତୁ... ଫାଷ୍ଟଫୁଡ୍ ଦୋକାନରୁ ମାଲିକଙ୍କ ମୃତଦେହ ଉଦ୍ଧାର, ତଦନ୍ତ ଆରମ୍ଭ କଲା ପୋଲିସ୍‌

ପୁତୁରା ମାଡ଼ରେ ଖୁଡୀ ମୃତ, ଅଭିଯୁକ୍ତ ଫେରାର

ଜି. ଉଦୟଗିରି ୦୬।୧୦ : ପୁତୁରା ମାଡ଼ରେ ଖୁଡୀ ମୃତ । କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଟିକାବାଲି ଥାନା ବରପଦା ସାହିରେ ଘଟିଛି ଘଟଣା । ମୃତକଙ୍କ ନାମ ଚାନ୍ଦିନୀ କହଁର । ହତ୍ୟାକାରୀ…

ଅଧିକ ଦେଖନ୍ତୁ... ପୁତୁରା ମାଡ଼ରେ ଖୁଡୀ ମୃତ, ଅଭିଯୁକ୍ତ ଫେରାର

ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ ସାମଗ୍ରୀ

ଭୁବନେଶ୍ୱର ୦୬।୧୦ : ରାଜଧାନୀରେ ପୋଲିସ କ୍ବାର୍ଟରରୁ ଚୋରି ହୋଇଛି। ଭରତପୁର ଥାନା ଅନ୍ତର୍ଗତ ବରମୁଣ୍ଡା ବସଷ୍ଟାଣ୍ଡ ପଛପଟେ ଥିବା ହାବିଲଦାର ବାସୁଦେବ ପଣ୍ଡାଙ୍କ ସରକାରୀ କ୍ବାର୍ଟରରୁ ଚୋରି ହୋଇଛି । ଖବର ଅନୁଯାୟୀ,…

ଅଧିକ ଦେଖନ୍ତୁ... ପୋଲିସ ଘରୁ ଚୋରି, ଚାବି ଭାଙ୍ଗି ନେଇଗଲେ ନଗଦ ଟଙ୍କା ଏବଂ ଦାମୀ ସାମଗ୍ରୀ

ଅଟୋରେ ଚାଲାଣ ହେଉଥିଲା ଗୋ ମାଂସ : ଦୁର୍ଗନ୍ଧ ହେବାରୁ ଧରିଲେ ଗାଁଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

ବାସୁଦେବପୁର ୦୬/୧୦: ବାସୁଦବେପୁର ଥାନା ସମିଆ ଛକ ନିକଟରେ ଗୋ ମାଂସ ଓ ଗୋ ଚମଡା ବୋଝେଇ ଏକ ଡାଲା ଅଟୋ ଜବତ ହୋଇଛି । ଗାଡିକୁ ଗ୍ରାମବାସୀ ମାନେ ଅଟକ କରି ଥାନାରେ…

ଅଧିକ ଦେଖନ୍ତୁ... ଅଟୋରେ ଚାଲାଣ ହେଉଥିଲା ଗୋ ମାଂସ : ଦୁର୍ଗନ୍ଧ ହେବାରୁ ଧରିଲେ ଗାଁଲୋକେ, ଉତ୍ତମ ମଧ୍ୟମ ଦେଇ ଥାନାରେ ଦେଲେ

ଅଲୋଡ଼ା କନ୍ୟାରତ୍ନ: ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା

ବାରିପଦା : ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାର ଝିଅ ଦ୍ରୌପଦୀ ମୁର୍ମୁ ଏବେ ଭାରତର ରାଷ୍ଟ୍ରପତି। ଜିଲ୍ଲାରେ ନାରୀଶକ୍ତିର ପ୍ରତୀକ ହେଉଛନ୍ତି ଶ୍ରୀମତୀ ମୁର୍ମୁ। ହେଲେ ବିଭିନ୍ନ କାରଣରୁ ଏହି ଜିଲ୍ଲାରେ ପୁଅଙ୍କ ତୁଳନାରେ ଝିଅଙ୍କ…

ଅଧିକ ଦେଖନ୍ତୁ... ଅଲୋଡ଼ା କନ୍ୟାରତ୍ନ: ମୟୂରଭଞ୍ଜ ଜିଲ୍ଲାରେ କମିବାରେ ଲାଗିଛି ଝିଅଙ୍କ ସଂଖ୍ୟା

ବଣାଇ ଉପଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ଯାଉଛି ନିରୀହ ଲୋକଙ୍କ ଜୀବନ

ରାଉରକେଲା/ବଣାଇଗଡ଼ : ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ବର୍ଷ ତମାମ ଜାରି ରହିଛି ହାତୀ-ମଣିଷ ଲଢ଼େଇ। ହାତୀ ଆକ୍ରମଣରେ ଯାଉଛି ନିରୀହ ଲୋକଙ୍କ ଜୀବନ। ପୁଣି କେତେବେଳେ ମଣିଷଙ୍କ ସଂଘବଦ୍ଧ ଆକ୍ରମଣରେ ହେବା ଅନ୍ୟ…

ଅଧିକ ଦେଖନ୍ତୁ... ବଣାଇ ଉପଖଣ୍ଡରେ ହାତୀ-ମଣିଷ ଲଢ଼େଇରେ ଯାଉଛି ନିରୀହ ଲୋକଙ୍କ ଜୀବନ

ରାସ୍ତାକଡରୁ ଉଦ୍ଧାର ହେଲା ନବଜାତକ, ଜନ୍ମ ପରେ କେହି ଫିଙ୍ଗିଦେଇଥିବା ଅନୁମାନ

ଆନନ୍ଦପୁର ୦୬/୧୦: ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଘଟିଛି ଅଭାବନୀୟ ଘଟଣା । କେନ୍ଦୁଝର ଜିଲ୍ଲା ସୋସୋ ଥାନା ଅଧିନ ମିଠିଗାଁ ରାସ୍ତା କଡରେ ସଦ୍ୟଜାତ ଶିଶୁ ପୁତ୍ରକୁ ଉଦ୍ଧାର କରିଛନ୍ତି ସ୍ଥାନିୟ ଲୋକେ…

ଅଧିକ ଦେଖନ୍ତୁ... ରାସ୍ତାକଡରୁ ଉଦ୍ଧାର ହେଲା ନବଜାତକ, ଜନ୍ମ ପରେ କେହି ଫିଙ୍ଗିଦେଇଥିବା ଅନୁମାନ

ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ, କୀଟନାଶକ ଖାଇ ଚାଲିଗଲା ଜୀବନ !

କୁଚିଣ୍ଡା ୦୬।୧୦ : ପୁଣି ୨ଟି ହାତୀର ମୃତଦେହ ଠାବ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ତିଲେଇମାଲ ପତ୍ରା ଜଙ୍ଗଲରୁ ମିଳିଛି ଦୁଇଟି ହାତୀର ମୃତଦେହ । ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ…

ଅଧିକ ଦେଖନ୍ତୁ... ଜଙ୍ଗଲରୁ ୨ଟି ହାତୀର ମୃତଦେହ ଠାବ, କୀଟନାଶକ ଖାଇ ଚାଲିଗଲା ଜୀବନ !