ଆଠବର୍ଷ ବିତିଗଲାଣି, ସରୁନି ନିର୍ମାଣାଧୀନ କୋଠା; ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା

ପ୍ରତାପୁର : କାହା ଭାଗ୍ୟରେ ସ୍ମାର୍ଟ ସ୍କୁଲ ତ, କାହା ଭାଗ୍ୟରେ ଦଦରା ଘର। ଜଗନ୍ନାଥପ୍ରସାଦ ବ୍ଲକ୍‌ ଗେରେଡା ହାଇସ୍କୁଲରେ ଆଠବର୍ଷରୁ ଊର୍ଦ୍ଧ୍ବ ହେଲା ନିର୍ମାଣାଧୀନ କୋଠା ସରିବାର ନାଁ ନେଉନି। ବିପଦପୂର୍ଣ୍ଣ କୋଠରିରେ…

ଅଧିକ ଦେଖନ୍ତୁ... ଆଠବର୍ଷ ବିତିଗଲାଣି, ସରୁନି ନିର୍ମାଣାଧୀନ କୋଠା; ବିପଦପୂର୍ଣ୍ଣ ଶ୍ରେଣୀଗୃହରେ ଚାଲିଛି ପାଠପଢ଼ା

ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାରଣ୍ଡା ଓ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠ ପଢା

ବାଲିଗୁଡା ୦୧/୧୦: ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ ଏବଂ ସାର୍ବଜନିନ ସ୍ମାର୍ଟ କରିବା ପାଇଁ ସରକାର ବିଭିନ୍ନ ବିଦ୍ୟାଳୟକୁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି । କିନ୍ତୁ କନ୍ଧମାଳ ଜିଲ୍ଲାରେ ଟି ବିଦ୍ୟାଳୟର ଅର୍ଥଚଳୁ ଏବଂ…

ଅଧିକ ଦେଖନ୍ତୁ... ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର, ବାରଣ୍ଡା ଓ ସାଇକେଲ ଷ୍ଟାଣ୍ଡରେ ଚାଲିଛି ପାଠ ପଢା

ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ଯାଜପୁର ୩୦/୦୯: ପ୍ରଧାନ ଶିକ୍ଷକଙ୍କ ବଦଳିକୁ ନେଇ ରାଜରାସ୍ତାରେ ବିକ୍ଷୋଭ । ପ୍ରତିବାଦରେ ରାସ୍ତାକୁ ଓଲ୍ହାଇଲେ ଛାତ୍ର ଛାତ୍ରୀ ଓ ଅଭିଭାବକ । ଯାଜପୁର ଜିଲ୍ଲା ନନ୍ଦୀପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ନଜର ଆସିଛି…

ଅଧିକ ଦେଖନ୍ତୁ... ପ୍ରଧାନ ଶିକ୍ଷକଙ୍କ ବଦଳିକୁ ବିରୋଧ, ରାସ୍ତା ଉପରେ ପାଠ ପଢ଼ିଲେ ଛାତ୍ରଛାତ୍ରୀ

ମଦପିଇ ମାତାଲ ହୋଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ସୁନ୍ଦରଗଡ ୩୦/୦୯: ବିଦ୍ୟାଳୟକୁ କୁହାଯାଏ ଶିକ୍ଷାର ମନ୍ଦିର । ପିଲାମାନେ ନିଜର ଭାଗ୍ୟ ପରୀକ୍ଷା କରିବାକୁ ଏଠାକୁ ଆସିଥାନ୍ତି । କିନ୍ତୁ ଯଦି ପାଠ ପଢାଉଥିବା ସାର୍ ନିଶାରେ ରହିବେ ତେବେ ପିଲାଙ୍କୁ ପାଠ…

ଅଧିକ ଦେଖନ୍ତୁ... ମଦପିଇ ମାତାଲ ହୋଇ ସ୍କୁଲରେ ଗଡୁଛନ୍ତି ଶିକ୍ଷକ, ଭିଡିଓ ଭାଇରାଲ

ଯୁକ୍ତ ୩ ବାଣିଜ୍ୟ ପ୍ରଶ୍ନପତ୍ର ଲିକ୍‌ ଘଟଣା, ରଣପୁର କଲେଜରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ

ରଣପୁର,୩୦/୦୯: ଉତ୍କଳ ବିଶ୍ୱବିଦ୍ୟାଳୟ ଅଧୀନ ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ରଣପୁର କଲେଜରେ ଗୁରୁବାର ଯୁକ୍ତ ୩ ବାଣିଜ୍ୟ ବିଭାଗ ଦ୍ୱିତୀୟ ବର୍ଷ ୪ର୍ଥ ସେମିଷ୍ଟାର ପରୀକ୍ଷା ଚାଲିଥିବା ବେଳେ ଏକ ବିଷୟର ପ୍ରଶ୍ନପତ୍ର ଲିକ୍‌…

ଅଧିକ ଦେଖନ୍ତୁ... ଯୁକ୍ତ ୩ ବାଣିଜ୍ୟ ପ୍ରଶ୍ନପତ୍ର ଲିକ୍‌ ଘଟଣା, ରଣପୁର କଲେଜରେ ନୂଆ ପ୍ରଶ୍ନପତ୍ରରେ ପରୀକ୍ଷା ହେବ

ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ, ନିଜ ଦରମାରୁ ଅର୍ଥ ସଂଗ୍ରହ କରି ପାଳିଲେ ୨୬ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ମୋହନା ୨୯।୦୯ : ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ l ନିଜ ଦରମାରୁ କିଛି ଟଙ୍କା ସଂଗ୍ରହ କରି ପାଳିଲେ ୨୬ ଜଣ ଛାତ୍ରଛାତ୍ରୀଙ୍କ ଜନ୍ମଦିନ l ଗଜପତି ଜିଲ୍ଲା ଆର ଉଦୟଗିରି ବ୍ଲକ ଅବାରସିଂ…

ଅଧିକ ଦେଖନ୍ତୁ... ଶିକ୍ଷକ-ଶିକ୍ଷୟତ୍ରୀଙ୍କ ନିଆରା ପ୍ରୟାସ, ନିଜ ଦରମାରୁ ଅର୍ଥ ସଂଗ୍ରହ କରି ପାଳିଲେ ୨୬ ଛାତ୍ରଛାତ୍ରୀଙ୍କ ଜନ୍ମଦିନ

ଆସନ୍ତା ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଶିକ୍ଷାବର୍ଷରୁ ହାଇସ୍କୁଲରେ ଏକାଦଶ ପାଠପଢା ଆରମ୍ଭ ହେବ। ୨୦୨୩-୨୪ ଶିକ୍ଷାବର୍ଷରୁ ୪୦ଟି ଉଚ୍ଚ ବିଦ୍ୟାଳୟ ରେ ଏକାଦଶ ଖୋଲିବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ ସୂଚନା ଦେଇଛନ୍ତି…

ଅଧିକ ଦେଖନ୍ତୁ... ଆସନ୍ତା ଶିକ୍ଷାବର୍ଷରୁ ୪୦ଟି ହାଇସ୍କୁଲରେ ଖୋଲିବ ଏକାଦଶ ଶ୍ରେଣୀ: ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ

ନିଶାସକ୍ତ ଅବସ୍ଥାରେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ରତ୍ନଗିରି : ବରୀ ଶିକ୍ଷାମଣ୍ତଳ ଅନ୍ତର୍ଗତ ରତ୍ନଗିରି ଉଚ୍ଚବିଦ୍ୟାଳୟର ପ୍ରଧାନଶିକ୍ଷକ ବିଦ୍ୟାଳୟରେ ମଦ୍ୟପାନ କରିବା ସହ ଶୋଇରହିଥିବା ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ଯାହାକୁ ନେଇ ଛାତ୍ରଛତ୍ରୀମାନେ ବିଦ୍ୟାଳୟ ଫାଟକରେ ତାଲା ପକାଇ…

ଅଧିକ ଦେଖନ୍ତୁ... ନିଶାସକ୍ତ ଅବସ୍ଥାରେ ପ୍ରଧାନଶିକ୍ଷକ, ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ

ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି କେବେ? ୬ ବର୍ଷ ହେଲା ପିଏଚ୍‌ଡି ବନ୍ଦ

ଭୁବନେଶ୍ବର : ଉତ୍କଳ ବିଶ୍ବବିଦ୍ୟାଳୟର ବିକାଶ ଲାଗି ଅର୍ଥ ଦିଆଯାଉଛି। ଭିସୁଟ୍‌ ପାଇଁ ରାଜ୍ୟ ସରକାର ହାତ ଖୋଲି ଦେଉଛନ୍ତି। ରମାଦେବୀର ଭିତ୍ତିଭୂମି ସଜାଡ଼ିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଚୁର ଅର୍ଥ ଘୋଷଣା କରୁଛନ୍ତି।…

ଅଧିକ ଦେଖନ୍ତୁ... ସଂସ୍କୃତି ବିଶ୍ୱବିଦ୍ୟାଳୟ ପ୍ରତି ଦୃଷ୍ଟି କେବେ? ୬ ବର୍ଷ ହେଲା ପିଏଚ୍‌ଡି ବନ୍ଦ

ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍‌

ଭୁବନେଶ୍ବର : ରାଜ୍ୟ ସରକାରଙ୍କ ୫-ଟି କାର୍ଯ୍ୟକ୍ରମ ଅଧୀନରେ ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟ(ହାଇସ୍କୁଲ)ରେ ଜାରି ରହିଥିବା ସ୍କୁଲ ରୂପାନ୍ତରୀକରଣ ସମ୍ପର୍କରେ ଅଭିଭାବକଙ୍କୁ ଅବଗତ କରିବାକୁ ଗତ ୧୦ ତାରିଖରେ ରାଜ୍ୟର…

ଅଧିକ ଦେଖନ୍ତୁ... ଦୁର୍ଗାପୂଜା ଛୁଟି ପୂର୍ବରୁ ସ୍ବତନ୍ତ୍ର ପିଟିଏମ୍‌