ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ଟି ବଗି

ରାଉରକେଲା ୨୦।୦୯: ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ । ରାଉରକେଲା ଇସ୍ପାତ କାରଖାନାକୁ ଉତ୍ପାଦିତ ଷ୍ଟିଲ୍‌ ନେବାକୁ ଆସୁଥିବା ବେଳେ ମାଲ୍‌ବାହୀ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ଯାହାଫଳରେ ଟ୍ରେନ୍‌ର ୩ଟି ବଗି ଟ୍ରାକ୍‌ରୁ ଖସିଯାଇଛି…

ଅଧିକ ଦେଖନ୍ତୁ... ମାଲବାହୀ ଟ୍ରେନ୍‌ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ଟି ବଗି

ନଦୀରେ ଭାସିଗଲେ ଦୁଇ ଯୁବକ : ଜଣେ ନିଖୋଜ ଅନ୍ୟ ଜଣେ ଉଦ୍ଧାର

ସାନଖେମୁଣ୍ଡି ୨୦।୦୯ : ଘୋଡାହାଡ଼ ନଦୀରେ ଭାସିଗଲେ ଦୁଇ ଯୁବକ। ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଫାଶିଗୁଡା ପଞ୍ଚାୟତ ବାଙ୍ଗରଡା ଗାଁରେ ଘଟିଛି ଘଟଣା । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ଭାସି ଯାଇଥିବା…

ଅଧିକ ଦେଖନ୍ତୁ... ନଦୀରେ ଭାସିଗଲେ ଦୁଇ ଯୁବକ : ଜଣେ ନିଖୋଜ ଅନ୍ୟ ଜଣେ ଉଦ୍ଧାର

କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଭାଙ୍ଗିବ ଅବୈଧ ନିର୍ମାଣ, ପୈଠ କରିବେ ଜରିମନା

ମୁମ୍ବାଇ ୨୦।୯: କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟରୁ ଝଟକା ଲାଗିଛି। ହାଇକୋର୍ଟ ତାଙ୍କର ଜୁହୁସ୍ଥିତ ବଙ୍ଗଳାର ଅବୈଧ ନିର୍ମାଣକୁ ବୁଲଡୋଜର ଲଗାଇ ଭାଙ୍ଗିଦେବା ଲାଗି ବିଏମସିଙ୍କୁ ଆଦେଶ ଦେଇଛନ୍ତି, ଏହା ସହ ରାଣେ…

ଅଧିକ ଦେଖନ୍ତୁ... କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ବମ୍ବେ ହାଇକୋର୍ଟଙ୍କ ଝଟକା, ଭାଙ୍ଗିବ ଅବୈଧ ନିର୍ମାଣ, ପୈଠ କରିବେ ଜରିମନା

୩ ଦଶନ୍ଧୀ ପରେ କାଶ୍ମୀରରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ, ଲୋକଙ୍କ ସହ ସିନେମା ଦେଖିଲେ ଉପରାଜ୍ୟପାଳ

ଶ୍ରୀନଗର ୨୦।୯: ଦୀର୍ଘ ୩ ଦଶନ୍ଧୀ ପରେ ମଙ୍ଗଳବାର ଜମ୍ମୁ-କାଶ୍ମୀରରେ ମଲ୍ଟିପ୍ଲେକ୍ସ ଓ ସିନେମା ହଲ ଖୋଲିଛି। ଉପରାଜ୍ୟପାଳ ମନୋଜ ସିହ୍ନା ଶ୍ରୀନଗରରେ ମଲ୍ଟିପ୍ଲେକ୍ସର ଉଦଘାଟନ କରିଛନ୍ତି। ଏହା ସହ କାଶ୍ମୀରରେ ଲୋକଙ୍କୁ ଦୀର୍ଘ…

ଅଧିକ ଦେଖନ୍ତୁ... ୩ ଦଶନ୍ଧୀ ପରେ କାଶ୍ମୀରରେ ଖୋଲିଲା ମଲ୍ଟିପ୍ଲେକ୍ସ ଓ ସିନେମା ହଲ, ଲୋକଙ୍କ ସହ ସିନେମା ଦେଖିଲେ ଉପରାଜ୍ୟପାଳ

ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, ୬ଟି ପଞ୍ଚାୟତକୁ ଯାତାୟତ ଠପ୍

ମୋହନା ୨୦।୦୯ : ଲଘୁଚାପ ଜନିତ ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ। ଯାହାଫଳରେ ୬ଟି ପଞ୍ଚାୟତକୁ ଯାତାୟତ ଠପ୍ ହୋଇଛି । ଗଜପତି ଜିଲ୍ଲା ମୋହନା ବlଲିପଙ୍କ ଗାଁରେ ଚିତ୍ର ଦେଖିବାକୁ ମିଳିଛି।…

ଅଧିକ ଦେଖନ୍ତୁ... ବର୍ଷାରେ ଧୋଇଗଲା ଅସ୍ଥାୟୀ କଲଭର୍ଟ, ୬ଟି ପଞ୍ଚାୟତକୁ ଯାତାୟତ ଠପ୍

ଆଜି ଜାତୀୟ ଶିଶୁ ଯତ୍ନ ଦିବସ: ଫୁଟ୍‌ପାଥରେ ବନ୍ଧାପଡ଼ିଛି ଶୈଶବ

ପୁରୀ : ବଞ୍ଜାରା ଶିଶୁମାନଙ୍କ ଭବିଷ୍ୟତ ଫୁଟପାଥରେ ବନ୍ଧା ପଡ଼ିଛି। କେବଳ ବଞ୍ଜାରା ନୁହଁନ୍ତି, ବାପା ମା’ ଉଭୟ ଶ୍ରମିକ ଭାବେ କାମ କରୁଥିବା ପରିବାରରେ ମଧ୍ୟ ପିଲାମାନେ ବାପାମା’ଙ୍କ ସହ ଯଥେଷ୍ଟ ସମୟ…

ଅଧିକ ଦେଖନ୍ତୁ... ଆଜି ଜାତୀୟ ଶିଶୁ ଯତ୍ନ ଦିବସ: ଫୁଟ୍‌ପାଥରେ ବନ୍ଧାପଡ଼ିଛି ଶୈଶବ

ଚୋରି କରିବାକୁ ଆସି ଧରାପଡିଗଲା ଚୋର, ନଡିଆ ଗଛରେ ବାନ୍ଧି ଦେଲେ ଘର ମାଲିକ

କେନ୍ଦ୍ରାପଡ଼ା ୨୦।୦୯ : ଚୋରି କରିବାକୁ ଆସି ଧରାପଡିଗଲା ଚୋର l ଘର ମାଲିକ ଚୋରକୁ କାବୁ କରିନେଲେ l କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ଜଣ୍ଟିଲୋ ଗାଁ ରେ ଘଟିଛି ଏହି ଘଟଣା…

ଅଧିକ ଦେଖନ୍ତୁ... ଚୋରି କରିବାକୁ ଆସି ଧରାପଡିଗଲା ଚୋର, ନଡିଆ ଗଛରେ ବାନ୍ଧି ଦେଲେ ଘର ମାଲିକ

ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ଢେଙ୍କାନାଳ, ୨୦/୦୯ : ଫାଇନାନ୍ସ କମ୍ପାନୀର ଫିଲ୍ଡ ଅଫିସରଙ୍କ ସନ୍ଦେହଜନକ ମୃତ୍ୟୁ । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ବାଲିମୀ ଥାନା ଅନ୍ତର୍ଗତ ଖଜୁରିଆକଟା ଠାରେ ଖୋଲିଥିବା କ୍ୟାପିଟାଲ ଟ୍ରଷ୍ଟ ଫାଇନାନ୍ସ ନାମକ ଏକ…

ଅଧିକ ଦେଖନ୍ତୁ... ଫାଇନାନ୍ସ ଏଜେଣ୍ଟଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?

ବନ୍ଧୁଙ୍କ ଘରକୁ ଯାଉଥିଲେ, ଲକ୍ଷ୍ମୀ ନାଳରେ ଭାସିଗଲେ ଯୁବକ

ବୌଦ୍ଧ ୨୦/୦୯: ଲକ୍ଷ୍ମୀ ନାଳ ପାଣିରେ ଭାସି ଯାଇ ଯୁବକ ମୃତ । ମୃତକ ଜଣକ ହେଲେ ପୁରୁଣା କଟକ ଥାନା ଅନ୍ତର୍ଗତ ସାଲକଟା ଗ୍ରାମର ପ୍ରମୋଦ ଭୋକ୍ତା । ଘଟଣାସ୍ଥଳରେ ପୋଲିସ ପହଁଚି…

ଅଧିକ ଦେଖନ୍ତୁ... ବନ୍ଧୁଙ୍କ ଘରକୁ ଯାଉଥିଲେ, ଲକ୍ଷ୍ମୀ ନାଳରେ ଭାସିଗଲେ ଯୁବକ

ଓଡିଶା ଆସିବେ ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ

ଭୁବନେଶ୍ୱର ୨୦/୦୯: ଚଳଚଞ୍ଚଳ ରାଜ୍ୟ ବିଜେପି ଶିବିର । ଆସିବେ ସୁନୀଲ ବଂଶଲ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଓଡିଶା ଗସ୍ତ ପୂର୍ବରୁ ଓଡିଶା ଆସୁଛନ୍ତି କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ…

ଅଧିକ ଦେଖନ୍ତୁ... ଓଡିଶା ଆସିବେ ପ୍ରଭାରୀ ସୁନୀଲ ବଂଶଲ, ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଗସ୍ତର ବିସ୍ତୃତ ସମୀକ୍ଷା କରିବେ