ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଝାରସୁଗୁଡ଼ା/ବୁର୍ଲା : ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ସମ୍ବଲପୁର-ରାଉରକେଲା ବିଜୁ ଏକ୍ସପ୍ରେସ ୱେର ଝାରସୁଗୁଡ଼ା ଏକ୍ସନ ଇସ୍ପାତ ଛକ ପାଖ ନିଖିଳ ଢାବା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ…

ଅଧିକ ଦେଖନ୍ତୁ... ଦୁର୍ଘଟଣାରେ ୭ ଭୂଷଣ କର୍ମଚାରୀ ମୃତ

ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ନୟାଗଡ଼ : ନୟାଗଡ଼ ଫାଷ୍ଟ ଟ୍ରାକ୍ କୋର୍ଟ ବିଚାରପତି ବିରଞ୍ଚି କୁମାର ରଥ ଏକ ଦୁଷ୍କର୍ମ ମାମଲାର ବିଚାର କରି ଦୋଷୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ଓ ୨୫ ହଜାର ଟଙ୍କା…

ଅଧିକ ଦେଖନ୍ତୁ... ଦୁଷ୍କର୍ମ ମାମଲା: ଦୋଷୀକୁ ୧୦ ବର୍ଷ ଜେଲ୍

ଭାରତକୁ ଆସୁଛି ଚିତା, ଓଡ଼ିଶାରେ ଛାଡ଼ିବାକୁ ନା

ଭୁବନେଶ୍ବର : ପ୍ରତୀକ୍ଷାର ଅନ୍ତ ଘଟିଛି। ଭାରତ ଅଭିମୁଖେ ବାହାରିଛନ୍ତି ୮ଟି ଆଫ୍ରିକୀୟ ଚିତା। ସେମାନଙ୍କୁ ସ୍ବାଗତ ଲାଗି ପ୍ରସ୍ତୁତ ହୋଇ ରହିଛି ମଧ୍ୟପ୍ରଦେଶର କୁନୋ-ପାଲପୁର ଜାତୀୟ ଉଦ୍ୟାନ। ଦୀର୍ଘ ୭୦ ବର୍ଷ ପରେ…

ଅଧିକ ଦେଖନ୍ତୁ... ଭାରତକୁ ଆସୁଛି ଚିତା, ଓଡ଼ିଶାରେ ଛାଡ଼ିବାକୁ ନା

ୟୁପିରେ ବର୍ଷା ତାଣ୍ଡବ: ନିର୍ମାଣାଧୀନ କୋଠା ଭୁଶୁଡ଼ି ୯ ଜଣ ଜିଅନ୍ତା ପୋତି ହୋଇଗଲେ, ରାଜ୍ୟରେ ୨୨ ମୃତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ମୁସଳ ଧାରାରରେ ବର୍ଷା ଭୟଙ୍କର ତାଣ୍ଡବ ରଚୁଛି। ଶୁକ୍ରବାର ବର୍ଷାରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ୨୨ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ତଥାପି ବର୍ଷାରୁ ତ୍ରାହି ନାହିଁ। ରାଜ୍ୟର…

ଅଧିକ ଦେଖନ୍ତୁ... ୟୁପିରେ ବର୍ଷା ତାଣ୍ଡବ: ନିର୍ମାଣାଧୀନ କୋଠା ଭୁଶୁଡ଼ି ୯ ଜଣ ଜିଅନ୍ତା ପୋତି ହୋଇଗଲେ, ରାଜ୍ୟରେ ୨୨ ମୃତ

କୋଭିଡ୍‌ ରିପୋର୍ଟ କେଳେଙ୍କା‌ରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ

କଟକ : କୋଭିଡ୍‌ ପରୀକ୍ଷା ନାଁରେ ଚାଲିଥିବା ସାଂଘାତିକ କେଳେଙ୍କାରୀର ଗୁମର ଫିଟୁଛି। ବାସ୍ତବରେ ରୋଗୀ ନଥାଇ ମିଛ ଲୋକଙ୍କ ନାମରେ ରିପୋର୍ଟ ପ୍ରସ୍ତୁତ କରି ସଂକ୍ରମିତଙ୍କ ସଂଖ୍ୟା ଅଧିକ ଦର୍ଶାଯାଉଥିବା ଘଟଣା ଧୀରେଧୀରେ…

ଅଧିକ ଦେଖନ୍ତୁ... କୋଭିଡ୍‌ ରିପୋର୍ଟ କେଳେଙ୍କା‌ରୀ: ଖୋଜିଖୋଜି ମିଳୁନାହାନ୍ତି ସଂକ୍ରମିତ

ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍‌, ଏବେ ଯାଏଁ ଏହି ୪ଟି ଦେଶ ଘୋଷଣା କରିନାହାନ୍ତି ନିଜ ନିଜର ଟିମ୍‌

ନୂଆଦିଲ୍ଲୀ ୧୭।୦୯: ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍‌ । ଆଉ କିଛି ଦିନ ପରେ ସାରା ବିଶ୍ୱ ଦେଖିବ ଫଟାଫଟ କ୍ରିକେଟ୍‌ ବିଶ୍ୱକପ୍‌ । ଅକ୍ଟୋବର ୧୬ରୁ ଅଷ୍ଟ୍ରେଲିଆରେ ଆରମ୍ଭ ହେବାକୁ ଯାଉଛି ଟି-୨୦…

ଅଧିକ ଦେଖନ୍ତୁ... ପାଖେଇ ଆସୁଛି ଟି-୨୦ ବିଶ୍ୱକପ୍‌, ଏବେ ଯାଏଁ ଏହି ୪ଟି ଦେଶ ଘୋଷଣା କରିନାହାନ୍ତି ନିଜ ନିଜର ଟିମ୍‌

ସମସ୍ୟାଘେରରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ

କେନ୍ଦୁଝର: ରାଜ୍ୟ ସରକାର ପୂର୍ଣ୍ଣ ଅନୁଦାନପ୍ରାପ୍ତ ହାଇସ୍କୁଲ୍‌ରେ ଶିକ୍ଷକ ନିଯୁକ୍ତି କରୁନଥିବାରୁ ଏସବୁ ବିଦ୍ୟାଳୟରେ ଶିକ୍ଷାଦାନ ବାଧାପ୍ରାପ୍ତ ହେଉଛି। ଫଳରେ କେନ୍ଦୁଝର ଜିଲ୍ଲାରେ ୪୧ଟି ପୂର୍ଣ୍ଣ ଅନୁଦାନପ୍ରାପ୍ତ ଉଚ୍ଚବିଦ୍ୟାଳୟରେ ପାଠ ପଢ଼ୁଥିବା ପ୍ରାୟ ୫…

ଅଧିକ ଦେଖନ୍ତୁ... ସମସ୍ୟାଘେରରେ ଅନୁଦାନପ୍ରାପ୍ତ ବିଦ୍ୟାଳୟ

ବାର୍‌ହା ଫାଶରେ ଗଲା ଜୀବନ, ବେପାର କରି ଘରକୁ ଫେରୁଥିଲେ ସଞ୍ଜୀବ

କଳାହାଣ୍ଡି ୧୭।୦୯: ବାର୍‌ହା ଶିକାର ପାଇଁ ବିଛାଯାଇଥିଲା ତାର । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ । କଳାହାଣ୍ଡି ଜିଲ୍ଲା ନର୍ଲା ଅଲାବୁଲ୍ଲା ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା ।…

ଅଧିକ ଦେଖନ୍ତୁ... ବାର୍‌ହା ଫାଶରେ ଗଲା ଜୀବନ, ବେପାର କରି ଘରକୁ ଫେରୁଥିଲେ ସଞ୍ଜୀବ

ଅନଲାଇନ୍‌ରେ ହୋଇପାରିବ ଶିଶୁ ନିର୍ଯାତନାର ଅଭିଯୋଗ

ଭୁବନେଶ୍ବର : ଶିଶୁ ନିର୍ଯାତନାର ସମସ୍ତ ଅଭିଯୋଗ ଅନଲାଇନ୍‌ ପୋର୍ଟାଲ ଇ-ବାଲ ନିଦାନରେ କରାଯାଇପାରିବ। ଜାତୀୟ ଶିଶୁ କମିସନ ପକ୍ଷରୁ ଅନଲାଇନ ପୋର୍ଟାଲ-ଇ-ବାଲ ନିଦାନର ବ୍ୟବସ୍ଥା କରାଯାଇଛି। ଏଥିରେ ଅଭିଯୋଗକାରୀ ନିଜ ଅଭିଯୋଗର ପଞ୍ଜୀକରଣ…

ଅଧିକ ଦେଖନ୍ତୁ... ଅନଲାଇନ୍‌ରେ ହୋଇପାରିବ ଶିଶୁ ନିର୍ଯାତନାର ଅଭିଯୋଗ

ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ଜଟଣୀ ପୋଲିସ

ଜଟଣୀ ୧୭।୦୯: ଜଟଣୀରେ ବିଭତ୍ସ ହତ୍ୟା । ଜଣେ ଯୁବକଙ୍କ ବେକକୁ କାଟି ପଥରରେ ଛେଚି ହତ୍ୟା କରାଯାଇଛି । ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ମିଲ୍‌ ପୋଖରୀ ନିକଟରୁ ମୃତଦେହ ଠାବ ହୋଇଛି…

ଅଧିକ ଦେଖନ୍ତୁ... ପଥରରେ ଛେଚି ଯୁବକଙ୍କୁ ହତ୍ୟା, କାରଣ ଖୋଜୁଛି ଜଟଣୀ ପୋଲିସ