ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବି; ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ଖୋର୍ଦ୍ଧା ୧୬/୦୯: ଶିକ୍ଷକଙ୍କ ବଦଳିକୁ ନେଇ ତାତିଲେ ଛାତ୍ରଛାତ୍ରୀ। ଶିକ୍ଷକଙ୍କ ବଦଳିକୁ ପ୍ରତ୍ୟାହାର କରିବା ଦାବିରେ ଛାତ୍ରଛାତ୍ରୀମାନେ ଧାରଣା ସ୍କୁଲ ଆଗରେ ଧାରଣା ଦେଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ…

ଅଧିକ ଦେଖନ୍ତୁ... ଶିକ୍ଷକଙ୍କ ବଦଳି ପ୍ରତ୍ୟାହାର ଦାବି; ସ୍କୁଲ ଆଗରେ ଧାରଣା ଦେଲେ ଛାତ୍ରଛାତ୍ରୀ

ବାୟୁସେନା ପକ୍ଷରୁ ପୁରୀରେ ଆସନ୍ତାକାଲି ଏୟାର୍‌ ଶୋ: ଅତିରିକ୍ତ ଜିଲ୍ଲାପାଳ

ପୁରୀ ୧୬/୦୯: ଆସନ୍ତାକାଲି ୧୦ଟା ୨୦ ରୁ ୧୧ ଟା ପର୍ଯ୍ୟନ୍ତ ପୁରୀରେ ହେବ ଏୟାର୍‌ ଶୋ। ଆସନ୍ତା ୧୮ ତାରିଖ ରବିବାର ପାଗ ଖରାପ ରହୁଥିବାରୁ ଆସନ୍ତାକାଲି ଏହି ଏୟାର୍‌ ଶୋ ହେବାକୁ…

ଅଧିକ ଦେଖନ୍ତୁ... ବାୟୁସେନା ପକ୍ଷରୁ ପୁରୀରେ ଆସନ୍ତାକାଲି ଏୟାର୍‌ ଶୋ: ଅତିରିକ୍ତ ଜିଲ୍ଲାପାଳ

ୟୁଥ ଫର ଆକ୍ସନର ଆରଡିସି ଅଫିସ୍ ଘେରାଉ, ଠେଲାପେଲା ଏବଂ ପୋଲିସ ସହ ଧସ୍ତାଧସ୍ତି

ସମ୍ବଲପୁର: ସ୍ଥାନୀୟ ନିଯୁକ୍ତି ଦାବିରେ ଶୁକ୍ରବାର ୧୦ ଟି ଜିଲ୍ଲାରୁ ୟୁଥ ଫର ଆକ୍ସନର କାର୍ଯ୍ୟକର୍ତ୍ତା ମାନେ ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ଘେରାଓ କରିଥିଲେ l ସହରର ଜିଲ୍ଲାସ୍କୁଲ ଛକରୁ ଏହି ରାଲି…

ଅଧିକ ଦେଖନ୍ତୁ... ୟୁଥ ଫର ଆକ୍ସନର ଆରଡିସି ଅଫିସ୍ ଘେରାଉ, ଠେଲାପେଲା ଏବଂ ପୋଲିସ ସହ ଧସ୍ତାଧସ୍ତି

ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ; ଯୋଗଦେବେ ପ୍ରଧାନ ବିଚାରପତି

କଟକ ୧୬/୦୯: ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟ କଟକରେ ନବମ ସମାଵର୍ତ୍ତନ ଉତ୍ସବ ଅନୁଷ୍ଠିତ ହେବ। ଏଥିରେ ମୁଖ୍ୟଅତିଥି ଭାବେ ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ୟୁ ୟୁ ଲଳିତ ଯୋଗଦେବାର କାର୍ଯ୍ୟକ୍ରମ…

ଅଧିକ ଦେଖନ୍ତୁ... ଆସନ୍ତାକାଲି ଜାତୀୟ ଆଇନ ବିଶ୍ୱ ବିଦ୍ୟାଳୟର ନବମ ସମାବର୍ତ୍ତନ ଉତ୍ସବ; ଯୋଗଦେବେ ପ୍ରଧାନ ବିଚାରପତି

ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା…

ଅଧିକ ଦେଖନ୍ତୁ... ଢେଙ୍କାନାଳରେ ଅଭାବନୀୟ ଘଟଣା, ପୋଖରୀରୁ ୩ ନବଜାତ ଶିଶୁର ମୃତଦେହ ଠାବ, ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

ଅପଟୁଡେଟ୍ ନୁହନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ; ସମୟ ସହ ଦେଇ ପାରିଲେନି ତାଳ, ଇଅର୍ ଫୋନ୍ ଲଗେଇ ନପାରି ହେଲେ ଅପଦସ୍ତ

ନୂଆଦିଲ୍ଲୀ: ସମୟ ସହ ତାଳ ଦେଇ ପାରିଲେନି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ୍। ଡିଜିଟାଲ ଯୁଗରେ ବି ଅପଟୁଡେଟ୍ ନାହାନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ। ଯେଉଁଥିପାଇଁ ସେ ହୋଇଛନ୍ତି ଅପଦସ୍ତ। ଆମେ ଏମିତି କାହିଁକି କହୁଛୁ…

ଅଧିକ ଦେଖନ୍ତୁ... ଅପଟୁଡେଟ୍ ନୁହନ୍ତି ପାକିସ୍ତାନ୍ ପ୍ରଧାନମନ୍ତ୍ରୀ; ସମୟ ସହ ଦେଇ ପାରିଲେନି ତାଳ, ଇଅର୍ ଫୋନ୍ ଲଗେଇ ନପାରି ହେଲେ ଅପଦସ୍ତ

ଲକ୍ଷ୍ନୌରେ ବର୍ଷା ତାଣ୍ଡବ, ଶୁକ୍ରବାର ସ୍କୁଲ, କଲେଜ, ଦପ୍ତର ବନ୍ଦ, ଲୋକଙ୍କୁ ଘରେ ରହିବାକୁ ପ୍ରଶାସନର ଅନୁରୋଧ

ଲକ୍ଷ୍ନୌ ୧୬।୯: ଉତ୍ତରପ୍ରଦେଶ ରାଜଧାନୀ ଲକ୍ଷ୍ନୌରେ ଗୋଟିଏ ଦିନରେ ରେକର୍ଡ ବର୍ଷା ହୋଇଛି। ଫଳରେ ବିପର୍ଯୟ ସୃଷ୍ଟି ହୋଇଛି। ନିକଟ ଅତୀତରେ ଲକ୍ଷ୍ନୌରେ କେବେ ଏଭଳି ବର୍ଷା ହୋଇନଥିବା ଲୋକେ କହିଛନ୍ତି। ପରିସ୍ଥିତିକୁ ଦେଖି…

ଅଧିକ ଦେଖନ୍ତୁ... ଲକ୍ଷ୍ନୌରେ ବର୍ଷା ତାଣ୍ଡବ, ଶୁକ୍ରବାର ସ୍କୁଲ, କଲେଜ, ଦପ୍ତର ବନ୍ଦ, ଲୋକଙ୍କୁ ଘରେ ରହିବାକୁ ପ୍ରଶାସନର ଅନୁରୋଧ

ସୋମବାର ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂ, ବିଜେପିରେ ପିଏଲସିର ହେବ ବିଲୟ

ନୂଆଦିଲ୍ଲୀ: ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପଞ୍ଜାବ ଲୋକ କଂଗ୍ରେସର ମୁଖ୍ୟ କ୍ୟାପ୍ଟେନ ଅମରିନ୍ଦର ସିଂଙ୍କ ବିଜେପିରେ ସାମିଲ ହେବା ନେଇ ଚାଲିଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଛି । କ୍ୟାପ୍ଟେନ ଅମରିନ୍ଦର ସିଂ…

ଅଧିକ ଦେଖନ୍ତୁ... ସୋମବାର ପଦ୍ମ ଧରିବେ କ୍ୟାପ୍ଟେନ ଅମରିନ୍ଦର ସିଂ, ବିଜେପିରେ ପିଏଲସିର ହେବ ବିଲୟ

ଉପଭୋକ୍ତାଙ୍କ ସ୍ବାର୍ଥ ବୁଝିବ କିଏ? ଓଇଆରସିରେ ନିଯୁକ୍ତି ପାଇଁ ପାଗ ଭିଡ଼ିଲେ ଭାରପ୍ରାପ୍ତ ଅଧ୍ୟକ୍ଷ

ଭୁବନେଶ୍ବର : ଦୀର୍ଘ ୮ମାସ ଧରି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି)ରେ ଅଧ୍ୟକ୍ଷ ପଦ ଖାଲି ପଡ଼ିଛି। ପାଖାପାଖି ୧୪ମାସ ସମୟ ପାଇ ବି ରାଜ୍ୟ ସରକାର ଏହି ଚୌକି ଲାଗି କୌଣସି…

ଅଧିକ ଦେଖନ୍ତୁ... ଉପଭୋକ୍ତାଙ୍କ ସ୍ବାର୍ଥ ବୁଝିବ କିଏ? ଓଇଆରସିରେ ନିଯୁକ୍ତି ପାଇଁ ପାଗ ଭିଡ଼ିଲେ ଭାରପ୍ରାପ୍ତ ଅଧ୍ୟକ୍ଷ

ବିନା ଡ଼ାକ୍ତରରେ ପ୍ରସବ ହେତୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ଚରମ ଅବହେଳା କହି ଦାୟୀ କଲେ ପରିବାର ଲୋକ

ପୁରୀ ୧୬/୦୯: ବିନା ଡ଼ାକ୍ତରରେ ପ୍ରସବ ଯୋଗୁଁ ଚାଲିଗଲା ମା’ର ଜୀବନ । ରାତିରେ ଚିକିତ୍ସାର ଚରମ ଅବହେଳା ଅଭିଯୋଗ ଆଣି ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ । ସୂଚନା ଥାଉକି,…

ଅଧିକ ଦେଖନ୍ତୁ... ବିନା ଡ଼ାକ୍ତରରେ ପ୍ରସବ ହେତୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ଚରମ ଅବହେଳା କହି ଦାୟୀ କଲେ ପରିବାର ଲୋକ