ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ, ସୀମାନ୍ତ ରାଜ୍ୟ ସହ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି ୧୨।୦୯: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାର ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି । ଅଞ୍ଚଳର ବିଭିନ୍ନ ରାସ୍ତାରେ ବନ୍ୟା ପାଣି ପ୍ରବାହିତ ହୋଇଛି । ଯାହାଫଳରେ ଯୋଗାଯୋଗ ବିଛିନ୍ନ ହୋଇଛି । ରାସ୍ତାର…

ଅଧିକ ଦେଖନ୍ତୁ... ରାସ୍ତା ଉପରେ ୩ ଫୁଟର ବନ୍ୟାଜଳ, ସୀମାନ୍ତ ରାଜ୍ୟ ସହ ଯୋଗାଯୋଗ ବିଚ୍ଛିନ୍ନ

ସୂର୍ଯ୍ୟକିରଣ ସୋ’ ପାଇଁ ପ୍ରସ୍ତୁତି, ଗ୍ରାଉଣ୍ଡ ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ଡିସିପି

ଭୁବନେଶ୍ୱର ୧୨।୦୯: ଆସନ୍ତା ୧୬ ତାରିଖରେ କୁଆଖାଇ ନଦୀକୂଳରେ ହେବାକୁ ଥିବା ସୂର୍ଯ୍ୟକିରଣ ସୋ ପାଇଁ ପ୍ରସ୍ତୁତି ଆରମ୍ଭ। ଏଥିପାଇଁ ଗ୍ରାଉଣ୍ଡ ସ୍ଥିତି ପରଖିଛନ୍ତି ପୋଲିସ କମିଶନର ଏବଂ ଡିସିପି। ପ୍ରଦର୍ଶନୀ ସମୟରେ ସୁରକ୍ଷା…

ଅଧିକ ଦେଖନ୍ତୁ... ସୂର୍ଯ୍ୟକିରଣ ସୋ’ ପାଇଁ ପ୍ରସ୍ତୁତି, ଗ୍ରାଉଣ୍ଡ ସ୍ଥିତି ପରଖିଲେ ପୋଲିସ କମିଶନର ଏବଂ ଡିସିପି

କଟକରୁ ନକଲି ମେଡିସିନ୍‌ ଜବତ ଘଟଣା, ଦୁଇ ହୋଲ୍‌ସେଲ୍‌ର ଗିରଫ

କଟକ ୧୨।୦୯ : ରାଜ୍ୟରେ ନକଲି ମେଡିସିନ୍‌ କାରବାର ମାମଲା । ଗିରଫ ହେଲେ କଟକର ଦୁଇ ମେଡିସିନ୍‌ ହୋଲସେଲର । ଦୁଇ ଅଭିଯୁକ୍ତଙ୍କୁ ଡ୍ରଗ୍ସ ଗୋଦାମକୁ ଆଣି ତଦନ୍ତ କରୁଛି ପୁରୀ ଘାଟ…

ଅଧିକ ଦେଖନ୍ତୁ... କଟକରୁ ନକଲି ମେଡିସିନ୍‌ ଜବତ ଘଟଣା, ଦୁଇ ହୋଲ୍‌ସେଲ୍‌ର ଗିରଫ

କମିଶନରେଟ୍‌ ପୋଲିସର ନାଇଟ୍‌ ପାଟ୍ରୋଲିଂ, ପାର୍ବଣ ପୂର୍ବରୁ ପରଖିଲେ ସ୍ଥିତି

ଭୁବନେଶ୍ୱର ୧୨।୦୯: ପାଖେଇ ଆସୁଛି ପାର୍ବଣ ଋତୁ। ଆକ୍ସନ ମୁଡ୍‌ରେ କମିଶନରେଟ୍ ପୋଲିସ। ସାବାଡ୍ ହେବେ ଅପରାଧୀ। ଅପରାଧୀଙ୍କୁ ଚେକ୍ ଦେବାକୁ ରାଜଧାନୀରେ କମିଶନରେଟ୍ ପୋଲିସର ଜୋରଦାର ପାଟ୍ରୋଲିଂ କରାଯାଇଛି। ରାତିରେ ସହରର ବିଭିନ୍ନ…

ଅଧିକ ଦେଖନ୍ତୁ... କମିଶନରେଟ୍‌ ପୋଲିସର ନାଇଟ୍‌ ପାଟ୍ରୋଲିଂ, ପାର୍ବଣ ପୂର୍ବରୁ ପରଖିଲେ ସ୍ଥିତି

ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା କାର

ପୁରୀ ୧୨/୦୯: ପୁରୀ ବାଇପାସ ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା । ଦୁର୍ଘଟଣାରେ ଆହତଙ୍କୁ ଉଦ୍ଧାର କରିବାକୁ ଯାଇଥିବା ପୋଲିସ ଗାଡିକୁ ଧକ୍କା ଦେଲା ଆଉ ଏକ କାର୍ । ଘଟଣାରେ ଜଣେ…

ଅଧିକ ଦେଖନ୍ତୁ... ମଙ୍ଗରାଜ ପଏଣ୍ଟ ନିକଟରେ ସିରିଜ ଦୁର୍ଘଟଣା, ପୋଲିସ ଗାଡିକୁ ଧକ୍କା ଦେଲା କାର

କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

କଟକ : କଟକରୁ ନକଲି ମେଡିସିନ୍‌ ଜବତ ହେବା ଘଟଣାରେ ନକଲି ମେଡିସିନ୍‌ ବିକ୍ରି କରିଥିବା ଦୁଇ ହୋଲସେଲର୍‌ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି କଟକ ଜିଲ୍ଲା କେମିଷ୍ଟ ଏଣ୍ଡ ଡ୍ରଗିଷ୍ଟ ଆସୋସିଏସନ୍‌। ଉଭୟ…

ଅଧିକ ଦେଖନ୍ତୁ... କଟକରୁ ନକଲି ଔଷଧ ଜବତ ଘଟଣା: ଦୁଇ ଡ୍ରଗ୍ସ ଏଜେନ୍ସିର ସଦସ୍ୟତା ରଦ୍ଦ

ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର

ଭୁବନେଶ୍ବର : ଚୁକ୍ତିଭିତ୍ତିକ ନିଯୁକ୍ତି ବ୍ୟବସ୍ଥାକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ରବିବାର ଦିନ ରାଜ୍ୟର ପ୍ରାୟ ୩୦ହଜାରରୁ ଅଧିକ ଚୁକ୍ତିଭିତ୍ତିକ କର୍ମଚାରୀ, ମାଧ୍ୟମିକ ତଥା କନିଷ୍ଠ ଶିକ୍ଷକମାନେ ଲୋୟର ପିଏମ୍‌ଜିରେ ଏକାଠି ହୋଇ…

ଅଧିକ ଦେଖନ୍ତୁ... ଚୁକ୍ତିଭିତ୍ତିକ କର୍ମଚାରୀଙ୍କ ରଣହୁଙ୍କାର

ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ଲୁଟେରା ଗ୍ୟାଙ୍ଗ୍ ଗତକାଲି ରାତିରେ ଉନ୍ମତ୍ତକାଣ୍ଡ ଘଟାଇଛନ୍ତି। ଜଣେ ବୃଦ୍ଧାଙ୍କ ଘରେ ପଶି ସୁନା ଅଳଙ୍କାର ଓ ଟଙ୍କା ଲୁଟି ନେବା ସହ…

ଅଧିକ ଦେଖନ୍ତୁ... ଘରେ ପଶି ଲୁଟ୍‌, ବୃଦ୍ଧାଙ୍କୁ ନିର୍ମମ ହତ୍ୟା

ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ: ଶହ ଶହ ଏକର ଚାଷ ଜମି ଜଳମଗ୍ନ, ଘରେ ପଶିଲା ପାଣି

ଜୟପାଟଣା: ଲଗାଣ ବର୍ଷାରେ ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲ ଭୁଶୁଡ଼ିଥିବାର ଖବର ମିଳିଛି। କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ସର୍ଗିଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଡଙ୍ଗରିପଡା ନିକଟରେ ପନ୍ଦର ଫୁଟର ଘାଇ ସୃଷ୍ଟି ହୋଇଛି। ଏହାଫଳରେ…

ଅଧିକ ଦେଖନ୍ତୁ... ଇନ୍ଦ୍ରାବତୀ ବାମ ମୁଖ୍ୟ କେନାଲରେ ଘାଇ: ଶହ ଶହ ଏକର ଚାଷ ଜମି ଜଳମଗ୍ନ, ଘରେ ପଶିଲା ପାଣି

୨ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୨୨ ଜଣ ୧୮ ବର୍ଷରୁ କମ୍ ବୟସର

ଭୁବନେଶ୍ବର: କିଛି ଦିନ ପରେ ପୁଣି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ୨ ଶହ ତଳକୁ ଖସିଛି। ଗତକାଲି ୨୪୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା…

ଅଧିକ ଦେଖନ୍ତୁ... ୨ ଶହ ତଳକୁ ଖସିଲା ରାଜ୍ୟରେ ଦୈନିକ କରୋନା ସଂକ୍ରମଣ: ୨୨ ଜଣ ୧୮ ବର୍ଷରୁ କମ୍ ବୟସର