୪ ଜିଲ୍ଲାର ମିସନ ଶକ୍ତି ମା’ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ୭୫ତମ ସ୍ବାଧୀନତା ଦିବସ ଉପଲକ୍ଷେ ଜାତୀୟ ପତାକା ତିଆରି ଦାୟିତ୍ବରେ ଥିବା ୪ଟି ଜିଲ୍ଲା ପୁରୀ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁରର ମିସନ୍‌ ଶକ୍ତି ଗୋଷ୍ଠୀର ମା’ମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ…

ଅଧିକ ଦେଖନ୍ତୁ... ୪ ଜିଲ୍ଲାର ମିସନ ଶକ୍ତି ମା’ଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ

ନିଜ ରାଜ୍ୟକୁ ଫେରିଲେ ୬ ଅସହାୟ ମହିଳା

ବାରିପଦା/ଉଦଳା-୧: ମୟୂରଭଞ୍ଜ ସଖୀ ୱାନ ଷ୍ଟପ୍ ସେଣ୍ଟର ସହାୟତାରେ ପଶ୍ଚିମବଙ୍ଗର ୬ ଜଣ ମହିଳାଙ୍କୁ ତାଙ୍କ ରାଜ୍ୟକୁ ପଠାଇ ଦିଆଯାଇଛି। ମହିଳାମାନେ ହେଲେ ଫୁଲମଣି ଦିବାର, ରଞ୍ଜିତା ବେସରା, କାଜଲ ଦାସ, ସୁନୁ ହାଁସଦା,…

ଅଧିକ ଦେଖନ୍ତୁ... ନିଜ ରାଜ୍ୟକୁ ଫେରିଲେ ୬ ଅସହାୟ ମହିଳା

ସାଇବର ଠକ ଫାଶରେ ଫସିଲେ ବାୟୁସେନା ଡାକ୍ତର: ବିଦ୍ୟୁତ୍‌ ବିଲ୍‌ ନାଁରେ ହରାଇଲେ ଦେଢ଼ ଲକ୍ଷ

ଭୁବନେଶ୍ବର : ସାଇବର ଠକମାନେ ବିଦ୍ୟୁତ୍ ବିଲ୍‌ ବକେୟା ଥିବାରୁ ଲାଇନ୍‌ କଟାଯିବା‌ର ଧମକ ଦେଇ ଉପଭୋକ୍ତାଙ୍କୁ ଟାର୍ଗେଟ୍‌ କରୁଛନ୍ତି। ଏଭଳି ଅଭିଯୋଗ ନୂଆ ନୁହେଁ। ଏଭଳି ଖବର ବାରମ୍ବାର ଗଣମାଧ୍ୟମରେ ପ୍ରସାରିତ କରାଯାଉଛି।…

ଅଧିକ ଦେଖନ୍ତୁ... ସାଇବର ଠକ ଫାଶରେ ଫସିଲେ ବାୟୁସେନା ଡାକ୍ତର: ବିଦ୍ୟୁତ୍‌ ବିଲ୍‌ ନାଁରେ ହରାଇଲେ ଦେଢ଼ ଲକ୍ଷ

ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ପୁରୁଣା ବହିରେ ସଂଶୋଧନ ହେବ

କୋରାପୁଟ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦଶମ ଶ୍ରେଣୀ ଭୂଗୋଳ ଓ ଆର୍ଥନୀତି ବହିରେ କରିଥିବା ସାଂଘାତିକ ବିଭ୍ରାଟକୁ ଶେଷରେ ସୁଧାରିବା ପାଇଁ ପ୍ରୟାସ କରିଛି। ତେବେ, ନୂଆ ପୁସ୍ତକ ଛାପି ପିଲାଙ୍କୁ…

ଅଧିକ ଦେଖନ୍ତୁ... ଭୂଗୋଳ ଓ ଅର୍ଥନୀତି ବହିରେ ତ୍ରୁଟି ପ୍ରସଙ୍ଗ: ପୁରୁଣା ବହିରେ ସଂଶୋଧନ ହେବ

କଟକ ବଜାରରେ ପୁଣି ନକଲି ଔଷଧ!

କଟକ : କଟକ ବଜାରରେ ପୁଣି ନକଲି ଔଷଧ! ଏକ ଦାମୀ ବ୍ରାଣ୍ଡ୍‌ର ଔଷଧକୁ ନକଲ କରାଯାଇ ବଜାରକୁ ଛଡ଼ାଯାଇଛି। ଏହି ଔଷଧ ପାଟଣା, ବିହାର, ବେଙ୍ଗାଲୁରୁରୁ କଟକ, ଭୁବନେଶ୍ବରକୁ ଆସିଛି। କଟକରୁ ରାଜ୍ୟର…

ଅଧିକ ଦେଖନ୍ତୁ... କଟକ ବଜାରରେ ପୁଣି ନକଲି ଔଷଧ!

ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ରାଜ୍ୟପାଳଙ୍କ ପୁରସ୍କାର ଜିତନ୍ତୁ

ଭୁବନେଶ୍ବର : ଓଡ଼ିଶାର ପିଲାମା‌ନେ ଜନ୍ମମାଟି ସଂପର୍କରେ କ’ଣ ଜାଣିଛନ୍ତି ଏବଂ କ’ଣ ଚିନ୍ତା କରୁଛନ୍ତି? ଏସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ପ୍ରବନ୍ଧ ପ୍ରତିଯୋଗିତା କରାଇବାକୁ ମହାମହିମ ରାଜ୍ୟପାଳ…

ଅଧିକ ଦେଖନ୍ତୁ... ପ୍ରତିଯୋଗିତାରେ ଭାଗ ନିଅନ୍ତୁ, ରାଜ୍ୟପାଳଙ୍କ ପୁରସ୍କାର ଜିତନ୍ତୁ

ରାଜ୍ୟରେ ୯ରୁ ୧୨ ଯାଏ ବର୍ଷା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : ପୂର୍ବ ଆକଳନ ଅନୁଯାୟୀ ବୁଧବାର ଦିନ ପୂର୍ବ କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଦକ୍ଷିଣ-ପୂର୍ବ ବଙ୍ଗୋପସାଗର ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳର ୫.୮କିମି ଉଚ୍ଚତା ଯାଏ ବ୍ୟାପିଛି।…

ଅଧିକ ଦେଖନ୍ତୁ... ରାଜ୍ୟରେ ୯ରୁ ୧୨ ଯାଏ ବର୍ଷା, ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷିବ

ଟୁରିଷ୍ଟ ପରମିଟ୍‌ରେ ନାଇଟ୍‌କୋଚ୍‌; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି ପରିବହନ ବିଭାଗ

ଭୁବନେଶ୍ବର : ରାଜ୍ୟ ଭିତରେ ଓ ବାହାର ରଜ୍ୟକୁ ବସ୍‌ ଚଳାଇବାକୁ ବସ୍‌ ମାଲିକମାନେ ଟୁରିଷ୍ଟ ପରମିଟ୍‌ ନେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ବିଭିନ୍ନ ରୁଟ୍‌ରେ ଦୈନିକ ବସ୍‌…

ଅଧିକ ଦେଖନ୍ତୁ... ଟୁରିଷ୍ଟ ପରମିଟ୍‌ରେ ନାଇଟ୍‌କୋଚ୍‌; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି ପରିବହନ ବିଭାଗ

ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛକଟା ମାମଲା: କଟା ଗଛର ମୂଲ୍ୟ ନିର୍ଦ୍ଧାରଣ କରିବ ବିଶେଷଜ୍ଞ କମିଟି

କଟକ : ବିଧାୟକଙ୍କ ପାଇଁ ବହୁତଳ ବିଶିଷ୍ଟ ଅଟ୍ଟାଳିକା ନିର୍ମାଣ ଲାଗି ଭୁବନେଶ୍ବର ୟୁନିଟ-୪ରେ କଟାଯାଇଥିବା ମୂଲ୍ୟବାନ ଓ ପୁରୁଣା ଗଛର ମୂଲ୍ୟ ନିର୍ଦ୍ଧାରଣ କରିବ ଏକ ବିଶେଷଜ୍ଞ କମିଟି। ଗଛ କଟାଯିବା ନିଷ୍ପତ୍ତି…

ଅଧିକ ଦେଖନ୍ତୁ... ବିଧାୟକଙ୍କ କ୍ୱାର୍ଟର୍ସ ନିର୍ମାଣ ପାଇଁ ଗଛକଟା ମାମଲା: କଟା ଗଛର ମୂଲ୍ୟ ନିର୍ଦ୍ଧାରଣ କରିବ ବିଶେଷଜ୍ଞ କମିଟି

ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପ୍ରସ୍ତାବ ରୋକିଲା କିଏ?

ବାରିପଦା: ବାରିପଦା ସହରରେ ଲୋକସଂଖ୍ୟା ବଢ଼ିଛି। ସେହି ହାରରେ କୋଠାବାଡ଼ି ନିର୍ମାଣ ଚାଲିଛି। ସହର ସଂପ୍ରସାରିତ ହେଉଥିବା ବେଳେ ଖାଲିସ୍ଥାନ ସଙ୍କୁଚିତ ହେବାରେ ଲାଗିଛି। ଆଉ ଏମିତି ସମୟରେ ସହରର ପ୍ରଶସ୍ତ ରାସ୍ତାର ଦୁଇ…

ଅଧିକ ଦେଖନ୍ତୁ... ଅତ୍ୟାଧୁନିକ ବସ୍‌ ଟର୍ମିନାଲ ପ୍ରସ୍ତାବ ରୋକିଲା କିଏ?