ପ୍ରକାଶ ପାଇବ ପ୍ଲସ୍ -ଥ୍ରୀ ପ୍ରଥମ ମେଧା ତାଲିକା, ୭ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର ୦୭।୦୯ : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତଥା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ବୁଧବାର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ସମୁଦାୟ…

ଅଧିକ ଦେଖନ୍ତୁ... ପ୍ରକାଶ ପାଇବ ପ୍ଲସ୍ -ଥ୍ରୀ ପ୍ରଥମ ମେଧା ତାଲିକା, ୭ରୁ ନାମଲେଖା ଆରମ୍ଭ

ଟଙ୍କା ଛପା କାରଖାନା ପ୍ରତିଷ୍ଠା ଆଶା ଉଜ୍ଜ୍ବଳ: ବାଲେଶ୍ବରରେ ପ୍ରସ୍ତାବିତ ଜମି ଦେଖିଲେ ଆର୍‌ବିଆଇ ପ୍ରତିନିଧି ଦଳ

ବାଲେଶ୍ବର: ବାଲେଶ୍ବରରେ ଟଙ୍କା ଛପା କାଗଜ ତିଆରି କାରଖାନା ପ୍ରତିଷ୍ଠା ପାଇଁ ମଙ୍ଗଳବାର ମଧ୍ୟାହ୍ନ ୧୨ଟାରେ ରିଜର୍ଭ ବ୍ୟାଙ୍କ ଅଫ୍‌ ଇଣ୍ଡିଆ(ଆର୍‌ବିଆଇ)ର ଏକ ପ୍ରତିନିଧି ଦଳ ତୃତୀୟ ଥର ପାଇଁ ବାଲେଶ୍ବର‌ ଗସ୍ତରେ ଆସି…

ଅଧିକ ଦେଖନ୍ତୁ... ଟଙ୍କା ଛପା କାରଖାନା ପ୍ରତିଷ୍ଠା ଆଶା ଉଜ୍ଜ୍ବଳ: ବାଲେଶ୍ବରରେ ପ୍ରସ୍ତାବିତ ଜମି ଦେଖିଲେ ଆର୍‌ବିଆଇ ପ୍ରତିନିଧି ଦଳ

୨ ମହିଳାଙ୍କୁ ମିଳିବ ଜାତୀୟ ପୁରସ୍କାର: ବିଜୟଲକ୍ଷ୍ମୀ ତାଳପତ୍ର ବାକ୍ସ, ସ୍ବପ୍ନମଞ୍ଜରୀଙ୍କୁ କୃଷ୍ଣବୃତ୍ତାନ୍ତ ପାଇଁ ପାଇବେ ପୁରସ୍କାର

ପୁରୀ/ଚଣ୍ଡିଖୋଲ: ଘୋଷଣା ହୋଇଛି ଜାତୀୟ ହସ୍ତଶିଳ୍ପ ପୁରସ୍କାର। ଓଡ଼ିଶାରୁ ୩ ଜଣ ଜାତୀୟ ସମ୍ମାନ ପାଇଁ ମନୋନୀତ ହୋଇଥିବା ବେଳେ ପୁରୀରୁ ୨ ମହିଳା ଶିଳ୍ପୀ ଏହି ଗୌରବ ଅର୍ଜନ କରିଛନ୍ତି। ପୋଥିଚିତ୍ର ପାଇଁ…

ଅଧିକ ଦେଖନ୍ତୁ... ୨ ମହିଳାଙ୍କୁ ମିଳିବ ଜାତୀୟ ପୁରସ୍କାର: ବିଜୟଲକ୍ଷ୍ମୀ ତାଳପତ୍ର ବାକ୍ସ, ସ୍ବପ୍ନମଞ୍ଜରୀଙ୍କୁ କୃଷ୍ଣବୃତ୍ତାନ୍ତ ପାଇଁ ପାଇବେ ପୁରସ୍କାର

୭ କିମି ଚାଲିଲେ ୨୦୦ ଛାତ୍ରଛାତ୍ରୀ: ପ୍ରଶାସନ ବାଧା ଦେବାରୁ ଜାତୀୟ ରାଜପଥ ଅବରୋଧ

କଳାବାଡ଼ିଆ: ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ଦାବିରେ ଆଜି ଏକ ମୟୂରଭଞ୍ଜର ଏକ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଭିନ୍ନ ପଦକ୍ଷେପ ନେଇଛନ୍ତି। ଖରା ସତ୍ତ୍ବେ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ…

ଅଧିକ ଦେଖନ୍ତୁ... ୭ କିମି ଚାଲିଲେ ୨୦୦ ଛାତ୍ରଛାତ୍ରୀ: ପ୍ରଶାସନ ବାଧା ଦେବାରୁ ଜାତୀୟ ରାଜପଥ ଅବରୋଧ

ଆଜିଠାରୁ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ

ଯାଜପୁରସଦର: ମା’ ବିରଜାଙ୍କ ଦୁର୍ଗୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଆସନ୍ତାକାଲି ସୁନିଆ ଅବସରରେ ମା’ଙ୍କର ବନଯାଗ ଯାତ୍ରା ହେବ। ଆସନ୍ତା ୧୭ ତାରିଖ ମୂଳାଷ୍ଟମୀରେ ମା’ ବିରଜାଙ୍କ ଷୋଡ଼ଶ ଦିବସୀୟ ପୂଜାରମ୍ଭ ହେବ।…

ଅଧିକ ଦେଖନ୍ତୁ... ଆଜିଠାରୁ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ବ୍ରହ୍ମପୁର: ନାବାଳିକା ଦୁର୍ଷ୍କମ ମାମଲା‌ରେ ଆଜି ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲା ପୁରୁଷୋତ୍ତମପୁର ଥାନା ଅଂଚଳର ବୃନ୍ଦାବନ ନାୟକ…

ଅଧିକ ଦେଖନ୍ତୁ... ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନକୁ ବିରୋଧୀଙ୍କ କଟାକ୍ଷ

ଭୁବନେଶ୍ବର: କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନ ମିଳିବା ପରେ ଆଜି ମୁଖ୍ୟମନ୍ତ୍ରୀ ଓଡ଼ିଶା ଫେରିଛନ୍ତି। ଏହାପରେ ବିମାନବନ୍ଦରରୁ ନବୀନ ନିବାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କୁ ଉଚ୍ଛ୍ବସିତ ସମ୍ବର୍ଦ୍ଧନା…

ଅଧିକ ଦେଖନ୍ତୁ... ନବୀନଙ୍କୁ ‘ଜୀବନବ୍ୟାପୀ ସାଧନା’ ସମ୍ମାନକୁ ବିରୋଧୀଙ୍କ କଟାକ୍ଷ

ତିନି ମାସିଆ ରଣନୀତି ପ୍ରସ୍ତୁତ କଲେ ବଂଶଲ: ୧୩ରୁ ପୁରୀରେ ପ୍ରଶିକ୍ଷଣ ଶିବିର

ଭୁବନେଶ୍ବର: ଓଡ଼ିଶା ବିଜେପି ପ୍ରଭାରୀ ନିଯୁକ୍ତ ହେବାର ପ୍ରାୟ ୨୫ଦିନ ପରେ ସୁନିଲ ବଂଶଲ ଓଡ଼ିଶା ଗସ୍ତରେ ଆସିଛନ୍ତି। ପ୍ରଥମ କରି ଓଡ଼ିଶା ଗସ୍ତରେ ଆସିଥିବାରୁ ଏବେ ହେବାକୁ ଥିବା ପ୍ରଶିକ୍ଷଣ ଶିବିରକୁ ସେପ୍ଟେମ୍ବର…

ଅଧିକ ଦେଖନ୍ତୁ... ତିନି ମାସିଆ ରଣନୀତି ପ୍ରସ୍ତୁତ କଲେ ବଂଶଲ: ୧୩ରୁ ପୁରୀରେ ପ୍ରଶିକ୍ଷଣ ଶିବିର

ଆରମ୍ଭ ହେଲା କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା: ସାଂସ୍କୃତିକ ଦଳ ପାଇଁ ଏଣିକି ଅନ୍‌ଲାଇନ୍ ଆବେଦନ

ଭୁବନେଶ୍ବର: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ‘କମ୍ପ୍ୟୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନ ବ୍ୟବସ୍ଥା’ର ଶୁଭାରମ୍ଭ ହୋଇଛି। ଏହି ବ୍ୟବସ୍ଥା ଫଳରେ ଏଣିକି ବିଭିନ୍ନ ଉତ୍ସବରେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ସଂସ୍କୃତି ବିଭାଗକୁ…

ଅଧିକ ଦେଖନ୍ତୁ... ଆରମ୍ଭ ହେଲା କମ୍ପୁଟରୀକୃତ ସାଂସ୍କୃତିକ ଦଳ ପରିଚାଳନା ବ୍ୟବସ୍ଥା: ସାଂସ୍କୃତିକ ଦଳ ପାଇଁ ଏଣିକି ଅନ୍‌ଲାଇନ୍ ଆବେଦନ

ରହସ୍ୟମୟ ନନ୍ଦ କିଶୋର ନିଖୋଜ ଘଟଣା: ଶୋଇରହିଛି ଅଜଗର, ପେଟ ଫୁଲା କମୁଛି

କଟକ: ନିଖୋଜ ନନ୍ଦକିଶୋର ବେହେରାଙ୍କ ଗାଡ଼ି, ଚପଲ ଓ ପୋଷାକ ଯେଉଁଠୁ ଉଦ୍ଧାର ହୋଇଛି, ସେହି ସ୍ଥାନର ଖୁବ୍ ନିକଟରେ ଆଜି ବି ଏକ ବିରାଟ ଅଜଗର ଶୋଇରହିଛି। ୧୦ ଦିନ ତଳେ ଅଜଗର…

ଅଧିକ ଦେଖନ୍ତୁ... ରହସ୍ୟମୟ ନନ୍ଦ କିଶୋର ନିଖୋଜ ଘଟଣା: ଶୋଇରହିଛି ଅଜଗର, ପେଟ ଫୁଲା କମୁଛି