ମାସେ ହେବ ଅନ୍ଧାରରେ କଲୋନୀ ବାସିନ୍ଦା, OHPC କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ମାଲକାନଗିରି ୩୦।୮: ମାଲକାନଗିରି ଜିଲ୍ଲା ନୀଳାକାମ୍ବେରୁ ପଞ୍ଚାୟତ ସଦରର କଲୋନୀ ବାସିନ୍ଦା ଆଜିକୁ ୪୦ଦିନ ହେବ ବିଦ୍ୟୁତ ସଂଯୋଗ ନପାଇ ଅନ୍ଧାରରେ ରହି ଆସୁଥିବା ଅଭିଯୋଗ । ଏ ନେଇ ବାଲିମେଳା ସ୍ଥିତ ପୋଟେରୁ…

ଅଧିକ ଦେଖନ୍ତୁ... ମାସେ ହେବ ଅନ୍ଧାରରେ କଲୋନୀ ବାସିନ୍ଦା, OHPC କାର୍ଯ୍ୟାଳୟ ସମ୍ମୁଖରେ ଦେଲେ ଧାରଣା

ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ, ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ !

ଆଠଗଡ଼ ୩୦।୦୮: ମହାନଦୀ ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ। ବ୍ରିଜ୍‌ ଉପରେ ସ୍କୁଟି ରଖି କେହି ଜଣେ ନଦୀକୁ ଡେଇଁ ପଡିଥିବା ସନ୍ଦେହ କରାଯାଉଛି। ବ୍ରିଜ୍‌ ଉପରେ ଏକ ସ୍କୁଟି ଓ ଚପଲ ରଖାଯାଇଛି।…

ଅଧିକ ଦେଖନ୍ତୁ... ମୁଣ୍ଡଳୀ ବ୍ରିଜ୍‌ରେ ପୁଣି ଅଘଟଣ, ସ୍କୁଟି ରଖି ନଦୀକୁ ଡେଇଁଲେ ଯୁବକ !

ଅଧାରାସ୍ତାରେ ଓଲଟିଲା ଅଟୋ, ୧୫ ଆହତ

ଦାରିଙ୍ଗବାଡି ୩୦।୦୮: ଭାରସାମ୍ୟ ହରାଇ ଓଲଟିଲା ଅଟୋ । ଏହି ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । କନ୍ଧମାଳ ଜିଲ୍ଲା ବୁଡାଗୁଡ଼ା ନେଡିପାଙ୍ଗା ନିକଟରେ ଘଟିଛି ଦୁର୍ଘଟଣା । ଖବର ଅନୁଯାୟୀ, ଯାତ୍ରୀ…

ଅଧିକ ଦେଖନ୍ତୁ... ଅଧାରାସ୍ତାରେ ଓଲଟିଲା ଅଟୋ, ୧୫ ଆହତ

ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗିଲେ ଘର

ପାଟଣା ୩୦/୦୮: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜରେ ୨୨ ଟିକିଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି । ହାତୀପଲ ଧାନ, ବୋଇତାଳୁ ଓ ମକା ଚାଷ ନଷ୍ଟ କରିଥିବା ବେଳେ ବିଳମ୍ବିତ ରାତିରେ ଧାନବେଣୀ…

ଅଧିକ ଦେଖନ୍ତୁ... ପାଟଣା ରେଞ୍ଜରେ ମାତିଛନ୍ତି ହାତୀପଲ, ଫସଲ ନଷ୍ଟ ସହ ଭାଙ୍ଗିଲେ ଘର

ମହାନଦୀରେ ଭାସୁଛି ଅଜଣା ମୃତଦେହ, ପୋଲ ତଳୁ ଠାବ କଲା ପୋଲିସ

ବୌଦ୍ଧ ୩୦।୦୮: ମହାନଦୀରେ ଭାସୁଛି ଅଜଣା ଶବ । ବୌଦ୍ଧ ସହର ମର୍ଯାକୁଦ ପୋଲ ନିକଟରେ ଏକ ଅଜଣା ଶବ ଭାସୁଥିବାର ଦେଖିବାକୁ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି…

ଅଧିକ ଦେଖନ୍ତୁ... ମହାନଦୀରେ ଭାସୁଛି ଅଜଣା ମୃତଦେହ, ପୋଲ ତଳୁ ଠାବ କଲା ପୋଲିସ

ଏହି ସବୁ ଖାଦ୍ୟଠୁ ରୁହନ୍ତୁ ଦୂରରେ, ନଚେତ୍‌ ବଢିପାରେ କୋଲେଷ୍ଟ୍ରୋଲ୍‌

ନୂଆଦିଲ୍ଳୀ ୨୯।୦୮: ଶରୀରରେ କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବା ଅତ୍ୟନ୍ତ ଜରୁରୀ । ଯଦି ଆପଣଙ୍କ ଶରୀରରେ ଖରାପ ଏବଂ ଭଲ କୋଲେଷ୍ଟ୍ରଲ ସ୍ତର ନିୟନ୍ତ୍ରଣରେ ନରୁହେ ତେବେ ବଢିପାରେ ସମସ୍ୟା। ସମସ୍ତେ ଜାଣଛନ୍ତି ଯେ…

ଅଧିକ ଦେଖନ୍ତୁ... ଏହି ସବୁ ଖାଦ୍ୟଠୁ ରୁହନ୍ତୁ ଦୂରରେ, ନଚେତ୍‌ ବଢିପାରେ କୋଲେଷ୍ଟ୍ରୋଲ୍‌

ଏସିଆ କପ୍‌-୨୦୨୨ : ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ

ସାର୍‌ଜା ୨୯।୦୮: ଚଳିତ ଏସିଆ କପ୍‌ର ତୃତୀୟ ଲିଗ୍‌ ମୁକାବିଲାରେ ଆଫଗାନିସ୍ତାନ ଓ ବାଂଲାଦେଶ ପରସ୍ପରକୁ ଭେଟିବେ । ବାଂଲାଦେଶ ଅଭିଯାନ ଆରମ୍ଭ କରିବାକୁ ଯାଉଥିବାରୁ ପ୍ରଥମ ମ୍ୟାଚ୍‌ରେ ବିଜୟ ପାଇଁ ଆଶାବାଦୀ ।…

ଅଧିକ ଦେଖନ୍ତୁ... ଏସିଆ କପ୍‌-୨୦୨୨ : ସୋମବାର ପରସ୍ପରକୁ ଭେଟିବେ ଆଫଗାନିସ୍ତାନ ଓ ବାଂଲାଦେଶ

ବିରାଟ ଓ ହାର୍ଦ୍ଦିକଙ୍କୁ ଭେଟିଲେ ମୋମିମ୍‌ ସାକିବ୍‌, ‘ଓ ଭାଇ ମାରୋ ମୁଝେ ମାରୋ’ କହି ହୋଇଥିଲେ ଭାଇରାଲ୍‌

ଦୁବାଇ ୨୯।୦୮: ବିରାଟ କୋହଲି ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଭେଟିଲେ ଭାଇରାଲ୍‌ ବୟ ମୋମିମ୍‌ ସାକିବ୍‌ । ଉଭୟଙ୍କ ସାକ୍ଷାତରେ ପରେ ମୋମିମ୍‌ ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ଭିଡିଓ ସେୟାର କରିଛନ୍ତି । ଆଉ ସେଥିରେ…

ଅଧିକ ଦେଖନ୍ତୁ... ବିରାଟ ଓ ହାର୍ଦ୍ଦିକଙ୍କୁ ଭେଟିଲେ ମୋମିମ୍‌ ସାକିବ୍‌, ‘ଓ ଭାଇ ମାରୋ ମୁଝେ ମାରୋ’ କହି ହୋଇଥିଲେ ଭାଇରାଲ୍‌

ଏ.ଆର ରହମାନ ନାମରେ ନାମିତ ହେବ କାନାଡାର ସଡକ, ସମ୍ମାନିତ କରିବା ପାଇଁ ନିଆଗଲା ଏପରି ନିଷ୍ପତ୍ତି

ମୁମ୍ଵାଇ ୨୯।୦୯: ବଲିଉଡ୍‌ର ପ୍ରସିଦ୍ଧ ସଂଗୀତଜ୍ଞ ସଂଗୀତଜ୍ଞ ଏଆର୍ ରେହମାନ। ସେ ତାଙ୍କ ସଂଗୀତ ପାଇଁ ଖୁବ୍‌ ଥାଆନ୍ତି ଚର୍ଚ୍ଚାରେ। କିନ୍ତୁ ସେ ସବୁବେଳେ ଲାଇମଲାଇଟ୍ ଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି। ହେଲେ…

ଅଧିକ ଦେଖନ୍ତୁ... ଏ.ଆର ରହମାନ ନାମରେ ନାମିତ ହେବ କାନାଡାର ସଡକ, ସମ୍ମାନିତ କରିବା ପାଇଁ ନିଆଗଲା ଏପରି ନିଷ୍ପତ୍ତି

୧୬ଟି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଥିବା ସୁବିଧା ବିଷୟରେ କରାଇବେ ଅବଗତ

ଭୁବନେଶ୍ୱର ୨୯।୦୮: ଆସନ୍ତା ୩୧ ତାରିଖରେ ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଥା ହେବେ ୧୬ଟି ଦେଶର ପ୍ରତିନିଧି । ଓଡିଶାରେ ପୁଞ୍ଜି ନିବେଶ କଲେ କଣ କଣ ସୁବିଧା ପ୍ରଦାନ କରାଯାଉଛି ।…

ଅଧିକ ଦେଖନ୍ତୁ... ୧୬ଟି ଦେଶର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ, ଓଡିଶାରେ ଥିବା ସୁବିଧା ବିଷୟରେ କରାଇବେ ଅବଗତ