ଆଠଗଡ ୩।୩: ଆଠଗଡର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟ ଏବେ ଅବହେଳିତ । ଫଳରେ କଲେଜର ଉନ୍ନତି ପାଇଁ ଛାତ୍ରଛାତ୍ରୀ ବହୁବାର ପ୍ରିନ୍ସିପାଲଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି ପଦକ୍ଷେପ ନିଆ ନଯିବା ଫଳରେ ବୁଧବାର କିଛି ଛାତ୍ରଛାତ୍ରୀ ୧୦ ଦଫା ଦାବିରେ କଲେଜରେ ତାଲା ପକାଇ ଦେଇଥିଲେ। ମୁଖ୍ୟ ସମସ୍ୟା କଲେଜକୁ ଅଣ ଛାତ୍ର ପ୍ରବେଶ, ନିଶା ମୁକ୍ତ କରିବା ଏବଂ ପାନୀୟ ଜଳର ସମସ୍ୟାଗୁଡିକୁ ନେଇ ଛାତ୍ରଛାତ୍ରୀମାନେ ତାଲା ପକାଇ ଦେଇଥିଲେ । ପ୍ରିନ୍ସିପାଲ ସମସ୍ୟାର ସମାଧାନ କରିବାର ପ୍ରତିଶ୍ରୁତି ଦେବାପରେ ସ୍ଥିତି ସ୍ଵାଭାବିକ ହୋଇଥିଲା ।
Trending
- ପ୍ରକାଶ ପାଇଲା ୟୁପିଏସସି ଆଇଏଏସ୍ ପରୀକ୍ଷା ୨୦୨୩ ଫଳ: ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର, ଓଡ଼ିଶାର ଅନିମେଶ ପ୍ରଧାନ ଦ୍ବିତୀୟ ସ୍ଥାନରେ
- ରାସ୍ତା ପାର୍ଶ୍ଵରେ ଛିଡ଼ା ହୋଇଥିବା ବେଳେ ଚଢ଼ିଗଲା ଟ୍ରକ: ୨ ମୃତ, ଜଣେ ଗୁରୁତର
- ସିଡ୍ନୀ ଚର୍ଚ୍ଚରେ ଛୁରାମାଡ଼, ବିଶପ ଆହତ
- ଇରାନକୁ ଉଚିତ ସମୟରେ ଜବାବ ଦିଆଯିବ: ଇସ୍ରାଏଲ
- ପ୍ରଧାନ ବିଚାରପତିଙ୍କୁ ୨୧ ପୂର୍ବ ବିଚାରପତିଙ୍କ ଚିଠି
- ୨୨ ବର୍ଷରେ ଭାରତରେ ୨୩ ଲକ୍ଷ ହେକ୍ଟର ଜଙ୍ଗଲ ଧ୍ବଂସ
- କେଜ୍ରିୱାଲଙ୍କୁ ସୁପ୍ରିମକୋର୍ଟରୁ ମିଳିଲାନି ଆଶ୍ବସ୍ତି: ଆଗୁଆ ଶୁଣାଣି ପାଇଁ ମନାକଲେ
- ନିର୍ବାଚନୀ ବଣ୍ଡ୍ ରଦ୍ଦ: ‘ଦିନେ ସମସ୍ତେ ଅନୁତାପ କରିବେ’
Friday, April 19