ଭୁବନେଶ୍ୱର : ଅଷ୍ଟମୀରେ ପୂଜା ମଣ୍ଡପରେ ମହିଳାମାନେ ଶାଢ଼ି ପୂଜା କରିବାର ବିଧି ରହିଛି। ତେବେ ବିପୁଳ ସମାଗମକୁ ଦୃଷ୍ଟିରେ ରଖି ଏହାକୁ ଏଡ଼ାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରାଯାଇଛି। ମାତ୍ର କିଛି ପୂଜା ମଣ୍ଡପରେ ଏନେଇ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି।
କିଛି ପୂଜା ମଣ୍ଡପରେ ମହିଳାମାନଙ୍କ ଘରୁ ଯାଇ ଶାଢ଼ି ଓ ଶଙ୍ଖା ଆଣି ସେମାନଙ୍କ ଘରେ ପହଞ୍ଚାଯିବ। ସେହିପରି ଆଉ କିଛି ପୂଜା ମଣ୍ଡପରେ ସ୍ବତନ୍ତ୍ର ଷ୍ଟଲ୍ରେ ଶାଢ଼ି ଓ ଶଙ୍ଖା ଦେଇ ଯିବା ପରେ ସେସବୁକୁ ପୂଜା କରି ଫେରାଇବାର ବନ୍ଦୋବସ୍ତ କରାଯାଇଛି। ଅଧିକାଂଶ ପୂଜା ମଣ୍ଡପ ପକ୍ଷରୁ ଅଷ୍ଟମୀରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଉଥିଲେ ହେଁ ଏଥର ଘରେ ନେଇ ଶୁଖିଲା ପ୍ରସାଦ ପହଞ୍ଚାଯିବାର ବ୍ୟବସ୍ଥା ହୋଇଛି।
Trending
- ମୁଖ୍ୟମନ୍ତ୍ରୀ ରହିବେ କେଜ୍ରିୱାଲ: ପଦବୀରୁ ହଟାଇବା ଆବେଦନ ଖାରଜ କଲେ ହାଇକୋର୍ଟ
- ନ୍ୟାୟପାଳିକା ଉପରେ ଚାପ ପ୍ରୟୋଗ କରାଯାଉଛି, ହେଉଛି ବେଞ୍ଚ ଫିକ୍ସିଂ: ୬୦୦ରୁ ଅଧିକ ଆଇନଜୀବୀ ସିଜେଆଇଙ୍କୁ ଲେଖିଲେ ଚିଠି
- ବରୁଣଙ୍କ ଭାବପ୍ରବଣ ଚିଠି: ଶେଷ ନିଃଶ୍ବାସ ପର୍ଯ୍ୟନ୍ତ ପିଲଭିତ୍ ସହିତ ତୁଟିବନି ମୋ ସମ୍ପର୍କ
- ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା: ଭର୍ତ୍ତୃହରି-ସିଦ୍ଧାନ୍ତ-ଦମୟନ୍ତୀ ବିଜେପିରେ ଯୋଗ ଦେଇପାରନ୍ତି
- ରାଜଧାନୀରେ ବନ୍ଧୁକ ମାଫିଆ: ନିର୍ବାଚନ ବେଳେ ସୁପାରି କିଲର ସକ୍ରିୟ
- ପୁଲିସ କର୍ମଚାରୀଙ୍କ ଶବ ପାଇଁ ଟଣାଓଟରା: ଦୁଇ ପତ୍ନୀ, ମା’ ମୁହାଁମୁହିଁ; ଶେଷରେ ଶବ ନେଲେ ମା’
- ରାଜନୈତିକ ଶତ୍ରୁତାରୁ ହୋଲିରେ ଗୋଷ୍ଠୀ ସଂଘର୍ଷ: ସରପଞ୍ଚଙ୍କ ସ୍ବାମୀ, ଦିଅରଙ୍କ ସହ ୧୦ ଆହତ
- କନ୍ଧମାଳ ଲୋକସଭା ଆସନରୁ ପୁଣି ଅଚ୍ୟୁତ: ଘୁ.ଉଦୟଗିରିରୁ ସାଲୁଗା
Thursday, March 28